*ଦିଲ୍ଲୀରେ ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ*
*-ବୈଠକ ସରିବା ପରେ ଆଲୋଚନା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା*
*-‘୪୦୦ ଉଦ୍ୟୋଗପତିଙ୍କୁ ଡାକିଥିଲୁ, ୬୦୦ ଯୋଗ ଦେଇଥିଲେ’*
*-‘ଉଦ୍ୟୋଗପତିଙ୍କୁ ଓଡ଼ିଶାରେ ଶିଳ୍ପ ପାଇଁ ଆମନ୍ତ୍ରଣ କରିଛୁ’*
*-‘ଆମର ଶିଳ୍ପ ଅନୁକୂଳ ନୀତି ପାଇଁ ପୁଞ୍ଜି ନିବେଶର ଆଗ୍ରହ ଦେଖାଇଛନ୍ତି’*
*-‘୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜି ଆଣିବାରେ ନିଶ୍ଚିତ ସଫଳ ହେବୁ’*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment