BREAKING
Loading...
:

ହାଇକୋର୍ଟ ଦେଲେ ଅନୁମତି, ବଜାଅ ଡିଜେ... ! କିନ୍ତୁ ଧୀରେ....

 ହାଇକୋର୍ଟ ଦେଲେ ଅନୁମତି, ବଜାଅ ଡିଜେ... !  କିନ୍ତୁ ଧୀରେ....

 ଭୁବନେଶ୍ଵର (ମଣିଭଦ୍ରା ଖବର) ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପାର୍ବଣ ସମୟରେ ଡିଜେ ବଜାଇବାକୁ ଅନୁମତି ଦେଇଛନ୍ତି। ତେବେ ୬୫ ଡେସିବେଲ ଭିତରେ ଡିଜେ ଶବ୍ଦ ରହିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି। କଟକ ସହ ସମ୍ପର୍କିତ ଜନସ୍ବାର୍ଥ୍ୟ ମାମଲାରେ ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା ନିର୍ଦେଶରେ କୁହାଯାଇଛି ଯେ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦିଆଯିବ, ଏହା ୬୫ ଡେସିବେଲ ଭିତରେ ରହିବ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS