BREAKING
Loading...
:

ଆଉ ନାହାନ୍ତି ଗୁଲିଆ ଭାଇ

 ଆଉ ନାହାନ୍ତି ଗୁଲିଆ ଭାଇ

ଦଶପଲ୍ଲା :( ମଣିଭଦ୍ରା ଖବର) ଦଶପଲ୍ଲା ମାଟି ର ସୁଯୋଗ୍ୟ ସନ୍ତାନ ଗୋଲଖ ବିହାରୀ ମହାନ୍ତି ( ଗୁଲିଆ ଭାଇ) ଆଉ ଆମ ଗହଣ ରେ ନାହାନ୍ତି। ଆଜି ସକାଳୁ ସେ ଭୁବନେଶ୍ୱର ସ୍ଥିତ ନୁଆପଲ୍ଲି ର ହେଲଥ ଭିଲେଜ୍ ହସ୍ପିଟାଲ ରେ ଅନ୍ତିମ ନିଃଶ୍ୱାସ  ତ୍ୟାଗ କରିଛନ୍ତି। ତାଙ୍କୁ ବୟସ ୭୩ ହୋଇଥିଲା ଦିବଂଗତ ଗୁଳିଆ ଭାଇ ଜେଲ ବିଭାଗ ରେ ଡି ଆଇ ଜି ପଦବୀରେ ଅବସର ଗ୍ରହଣ କରି ଅବସର ପରେ ଜନ୍ମ ମାଟି ଦଶପଲ୍ଲା ର ଅମାଳପଡ଼ା ବାସ ଭବନ ରେ ରହୁଥିଲେ । ମହା ମହିମ୍ ରାଷ୍ଟ୍ରପତି ଙ୍କ ଦ୍ଵାରା ଦୁଇ ଥର ପୁରସ୍କାର ପାଇବାର ସୌଭାଗ୍ୟ ଲାଭ କରିଥିଲେ। ଦଶପଲ୍ଲା ଉଚ୍ଚ ବିଦ୍ୟାୟରେ ୧୯୭୦ ମସିହା ର ମାଟ୍ରିକ ବ୍ୟାଚ ର ପୁରତନ ଛାତ୍ର। ବିଗତ ବର୍ଷ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ର ପ୍ଲଟିନମ ଯୁବୁଲି ମହୋତ୍ସବ ର ଉପ ସଭାପତି ଥିଲେ।

ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା 

Post a Comment

أحدث أقدم
Header ADS