ପୋଖରୀରେ ବୁଡି ଜଣେ ମୃତ
କଟକ(ମଣିଭଦ୍ରା ଖବର) ନରସିଂହପୁର ନିଜିଗଡ ବାଲିସାହି ଗ୍ରାମର ଚଗଲା ପଣ୍ଡା (୨୩) ବାଲିସାହି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେ ପୋଖରୀକୁ ଗାଧୋଇ ଯାଇଥିବା ବେଳେ କୈାଣସି କାରଣବସତ ଗୋଡ଼ ଖସିଯାଇ ଥିଲା । ନରସିଂହପୁର ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଶି ଉଦ୍ଧାର କରି ନରସିଂହପୁର ମେଡିକାଲ୍ କୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ମାନସ କୁମାର ସାହୁ, କଟକ
Post a Comment