ତିରୁପତି_ପ୍ରସାଦରେ_ଚର୍ବି !
*-ତିରୁପତି ତିରୁମାଲା ପ୍ରସାଦରେ ଚର୍ବି ମିଶୁଥିବା ଅଭିଯୋଗ*
*-ଲଡୁ ପାଇଁ ବ୍ୟବହୃତ ଘିଅରେ ଚର୍ବି ଅଂଶ ଠାବ ହୋଇଥିବା ଅଭିଯୋଗ*
*-ବିଫ୍ ଚର୍ବି, ମାଛ ତେଲ ମିଶା ଯାଉଥିବା ଅଭିଯୋଗ କଲା ଟିଡିପି*
*-ଲ୍ୟାବ୍ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଅଭିଯୋଗ କଲା ଟିଡିପି*
*-ଟିଡିପି ମୁଖପାତ୍ର ଅନାମ ଭେଙ୍କଟ ରମଣ ରେଡ୍ଡୀଙ୍କ ଅଭିଯୋଗ*
*-ଅଭିଯୋଗ ନେଇ ତିରୁମାଲା ତିରୁପତି ଦେବସ୍ଥାନମର ପ୍ରତିକ୍ରିୟା ମିଳିପାରିନି*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق