BREAKING
Loading...
:

ତିରୁପତି_ପ୍ରସାଦରେ_ଚର୍ବି !

 ତିରୁପତି_ପ୍ରସାଦରେ_ଚର୍ବି !


*-ତିରୁପତି ତିରୁମାଲା ପ୍ରସାଦରେ ଚର୍ବି ମିଶୁଥିବା ଅଭିଯୋଗ*

*-ଲଡୁ ପାଇଁ ବ୍ୟବହୃତ ଘିଅରେ ଚର୍ବି ଅଂଶ ଠାବ ହୋଇଥିବା ଅଭିଯୋଗ*

*-ବିଫ୍‌ ଚର୍ବି, ମାଛ ତେଲ ମିଶା ଯାଉଥିବା ଅଭିଯୋଗ କଲା ଟିଡିପି*

*-ଲ୍ୟାବ୍‌ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଅଭିଯୋଗ କଲା ଟିଡିପି*

*-ଟିଡିପି ମୁଖପାତ୍ର ଅନାମ ଭେଙ୍କଟ ରମଣ ରେଡ୍ଡୀଙ୍କ ଅଭିଯୋଗ*

*-ଅଭିଯୋଗ ନେଇ ତିରୁମାଲା ତିରୁପତି ଦେବସ୍ଥାନମର ପ୍ରତିକ୍ରିୟା ମିଳିପାରିନି*

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS