BREAKING
Loading...
:

ହଟିଲେ ଭୁବନେଶ୍ବରର ଚର୍ଚ୍ଚିତ ଡିସିପି ପ୍ରତୀକ ସିଂହ, ପ୍ରମୋସନ ବଦଳରେ ମିଳିଲା ତଳ ପୋଷ୍ଟ.. ହେଲେ କଟକ ଗ୍ରାମାଞ୍ଚଳ ଏସପି

  ହଟିଲେ ଭୁବନେଶ୍ବରର ଚର୍ଚ୍ଚିତ ଡିସିପି ପ୍ରତୀକ ସିଂହ, ପ୍ରମୋସନ ବଦଳରେ ମିଳିଲା ତଳ ପୋଷ୍ଟ.. ହେଲେ କଟକ ଗ୍ରାମାଞ୍ଚଳ ଏସପି 

ଭୁବନେଶ୍ଵର (ମଣିଭଦ୍ରା ଖବର)

ବଦଳିଲେ ପୋଲିସ କମିସନର ସଞ୍ଜୀବ ପଣ୍ଡା


IPS ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିସନର


ସଞ୍ଜୀବ ପଣ୍ଡା ହେଲେ ADG ଟ୍ରେନିଂ, BPSPA ନିର୍ଦ୍ଦେଶକ


ଆର୍‌.ପି. କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ


ଜେଲ୍‌ ଡିଜି ହେଲେ ଏ.କେ. ରାୟ


କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନୟତୋଷ ମିଶ୍ର


ଅରୁଣ ବୋଥ୍ରା ହେଲେ ରୋଳବାଇ, ତଟସୁରକ୍ଷା ଏଡିଜି


ଆର.କେ ଶର୍ମା ହେଲେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ


ସନ୍ତୋଷ ବାଲା ହେଲେ ନିର୍ଦେଶକ ଏସଏଫଏସଏଲ


ପାରୁଲ ଗୁପ୍ତା ହେଲେ DIG କମ୍ପ୍ୟୁଟର


କେନ୍ଦ୍ରାଞ୍ଚଳ DIG ହେଲେ ଚରଣ ସିଂ ମୀନା


ବ୍ରିଜେଶ କୁମାର ରାୟ ହେଲେ ପଶ୍ଚିମାଞ୍ଚଳ DIG


ଅଖିଳେଶ ସିଂ ହେଲେ DIG ଅପରେସନ୍‌


ସତ୍ୟଜିତ ନାୟକ ପୂର୍ବାଞ୍ଚଳ DIG


ପ୍ରକାଶ ଆର୍‌ ହେଲେ DIG କ୍ରାଇମବ୍ରାଞ୍ଚ


ଦକ୍ଷିଣ ପଶ୍ଚିମାଞ୍ଚଳ DIG ହେଲେ ନୀତି ଶେଖର


ଦକ୍ଷିଣାଞ୍ଚଳ DIG ହେଲେ ସାର୍ଥକ ଷଡ଼ଙ୍ଗୀ


ପୋଲିସ ମୁଖ୍ୟାଳୟ ADG ହେଲେ ଦୟାଲ ଗଙ୍ଗୱାର


ଏସ୍‌ ସାଇନି ହେଲେ CAW & CW IG


ସଞ୍ଜୟ କୁମାର କୌଶଲ ହେଲେ ଭିଜିଲାନ୍ସ IG


ଦୀପକ କୁମାର ହେଲେ ହୋମଗାର୍ଡ ଓ ଅଗ୍ନିଶମ IG


ଜୟ ନାରାୟଣ ପଙ୍କଜ ହେଲେ IGP ଅପରେସନ୍


ଅନୁପ ସାହୁ ହେଲେ IGP ଟ୍ରେନିଂ BPSPA



ପିନାକ ମିଶ୍ର ହେଲେ ଭୁବନେଶ୍ବର DCP


ଏଲ୍‌ ଦିବ୍ୟା ଭି ହେଲେ ଭିଜିଲାନ୍ସ ଏସ୍‌ପି


ଜତିନ୍ଦ୍ର ପଣ୍ଡା ହେଲେ ଗଜପତି ଏସ୍‌ପି


ମିହିର ପଣ୍ଡା ହେଲେ ନବରଙ୍ଗପୁର ଏସ୍‌ପି


ଭବନୀ ଶଙ୍କର ଉଦ୍‌ଗାତା ଜଗତସିଂହପୁର ଏସ୍‌ପି


ରାମ ପ୍ରସାଦ ସାହୁ ହେଲେ ସୋନପୁର ଏସ୍‌ପି


ଅନୀଲ କୁମାର ମିଶ୍ର ହେଲେ ଦେବଗଡ଼ ଏସ୍‌ପି


ହରିଶ B.C ହେଲେ କନ୍ଧମାଳ ଏସ୍‌ପି


ୟସ୍‌ପ୍ରତାପ ଶ୍ରୀମାଲ ହେଲେ ଯାଜପୁର ଏସ୍‌ପି


ରୋହିତ ବର୍ମା ହେଲେ କୋରାପୁଟ ଏସ୍‌ପି


ଅଭିନବ ସୋନ୍‌କର ହେଲେ ଢେଙ୍କାନାଳ ଏସ୍‌ପି


ସୁଭେନ୍ଦୁ ପାତ୍ର ହେଲେ ଗଞ୍ଜାମ ଏସ୍‌ପି


ନାଗରାଜ ଦେଭରାକୋଣ୍ଡା ହେଲେ ବୌଦ୍ଧ ଏସ୍‌ପି


ରାଜ୍‌ ପ୍ରସାଦ ହେଲେ ବାଲେଶ୍ବର ଏସ୍‌ପି


ନୀତେଶ ୱାଢୱାନୀ ହେଲେ ରାଉରକେଲା ଏସ୍‌ପି


ଏସ୍‌ ସୁଶ୍ରୀ ହେଲେ ନୟାଗଡ଼ ଏସ୍‌ପି


ଶ୍ବାତି ଏସ୍‌ କୁମାର ହେଲେ ରାୟଗଡ଼ା ଏସ୍‌ପି


ସାଗରିକା ନାଥ ହେଲେ ଖୋର୍ଦ୍ଧା ଏସ୍‌ପି


ବରୁଣ ଗୁଣ୍ଟୁପାଲ୍ଲୀ ହେଲେ ମୟୂରଭଞ୍ଜ ଏସ୍‌ପି


ବିନୀତ ଅଗ୍ରୱାଲ ହେଲେ ପୁରୀ ଏସ୍‌ପି


ଡକ୍ଟର ଶ୍ରବଣ ବିବେକ ହେଲେ ବ୍ରହ୍ମପୁର ଏସ୍‌ପି


ରାହୁଲ୍‌ ଜୈନ୍‌ ହେଲେ ଅନୁଗୁଳ ଏସ୍‌ପି


ରାହୁଲ ପି.ଆର୍‌ ହେଲେ ଭିଜିଲାନ୍ସ SP


ପ୍ରତୀକ ସିଂହ ହେଲେ କଟକ ଗ୍ରାମାଞ୍ଚଳ ଏସ୍‌ପି


ଅନୁପମ ଜେମ୍ସ ହେଲେ ଭିଜିଲାନ୍ସ ଏସ୍‌ପି


ଏମ୍‌ ସନ୍ଦୀପ ସମ୍ପତ ହେଲେ ଭଦ୍ରକ ଏସ୍‌ପି


ଜଗମୋହନ ମୀନା ହେଲେ କଟକ ଡିସିପି

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

أحدث أقدم
Header ADS