BREAKING
Loading...
:

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗଣେଶ ପୂଜା ପାଳିତ

 ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗଣେଶ ପୂଜା ପାଳିତ 

 

ବ୍ରହ୍ମପୁର (ମଣିଭଦ୍ରା ଖବର) ସ୍ଥାନୀୟ ଗୁଡସ୍ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗଣେଶ ପୂଜା ମହାଆଡମ୍ବର ସହ ପାଳତି ହୋଇଯାଇଛି  । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଏହି ପବିତ୍ର ଦିବସରେ କତ୍ରା ରୂପେ  ଯୋଗ ଦେଇଥିଲେ। 

ଏହି ପବିତ୍ର ଦିବସରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗଣେଶଙ୍କ ଭଜନ ଜଣାଣ ଗାଇ ବିଘ୍ନ ବିନାଶକଙ୍କ ଆଶିଷ ଲାଭ କରିଥିଲେ  ।ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ମଧ୍ଯ ଯୋଗ ଦେଇ ଥିଲେ  । ହୋମ ,ପୁଷ୍ପାଞ୍ଜଳୀ ଏବଂ ଆଳତୀରେ ବିଦ୍ୟାଳୟର ପରିବେଶ ପବିତ୍ର ହୋଇ ଯାଇ ଥିଲା ।

ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ 

Post a Comment

Previous Post Next Post
Header ADS