ପୋଲିସ ବିଭାଗର କଳଙ୍କ ଦୀନକୃଷ୍ଣ
ଭୂବନେଶ୍ବର (ମଣିଭଦ୍ରା ଖବର)ପୋଲିସ୍ ବିଭାଗରେ ଅନେକ ଭଲ ଅଫିସର ଙ୍କୁ ଆମେ ଜନିଚେ,ଯୋଉ ମାନଙ୍କ ପାଇଁ ଲୋକେ ଗର୍ବ କରନ୍ତି,କିନ୍ତୁ ଦୀନକୃଷ୍ଣ ମିଶ୍ର କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ କଳଙ୍କ। କଟକ କ୍ୟାଣ୍ଟନମେଣ୍ଟ ଥାନା ରେ ଥିବା ବେଳେ ବାଲିଯାତ୍ରା ଗାଡ଼ି ଷ୍ଟାଣ୍ଡ ରୁ ବଟି ଆଦାୟ କରି ସସ୍ପେଣ୍ଡ ହୋଇଥିଲେ। ଏବେ ଭରତପୁର ଥାନାରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ମାଡ ମାରି ସେ ପୁନର୍ବାର ସସ୍ପେଣ୍ଡ ହୋଇଛନ୍ତି। ଏଭଳି କଳଙ୍କିତ ଅଫିସର୍ ଙ୍କୁ କମିଶନରେଟ୍ ପୋଲିସ ରୁ ବିଦା କରାଯାଉ। ଯଦି ସମ୍ଭବ ବହିସ୍କାର କରାଯାଉ। ଏଭଳି ଅଫିସର୍ ମାନଙ୍କ ପାଇଁ ସବୁ ପୋଲିସ ଆଜି ଲଜ୍ଜିତ ହେଉଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق