ଭୁବନେଶ୍ଵର (ମଣିଭଦ୍ରା ଖବର) ଭୁବନେଶ୍ୱର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ ।
୫୦୦ କୋଟିର କୋକେନ ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ
-ଦିଲ୍ଲୀରୁ ସ୍ୱତନ୍ତ୍ର ନାର୍କୋଟିକ୍ସ ଟିମ୍ ଆସି ଜବତ କଲା ବିପୁଳ ନିଶା ଦ୍ରବ୍ୟ
-ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା
-ଅଧଘଣ୍ଟାର ଛକାପଞ୍ଝା ପରେ ଗଂଜେଇ ଗାଡ଼ି ଜବତ
-ଭୁବନେଶ୍ୱର ଉପକଣ୍ଠ ଜାଗସରାରେ ଗୋଡ଼ାଇ ଧରିଲା ପୁଲିସ୍
-ଫୁଲବାଣୀରୁ ଭୁବନେଶ୍ୱର ଚାଲାଣ ବେଳେ ଧରିଲା ପୁଲିସ୍
-୨ ଗଂଜେଇ ବେପାରୀ ଫେରାର୍, ବିପୁଳ ଗଂଜେଇ ଜବତ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment