BREAKING
Loading...
:

ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ମହାପ୍ରସାଦ ପାଇଁ ଅନୁପଯୋଗୀ ଚାଉଳକୁ ଟେଣ୍ଡର ଡାକି କରାଯିବ ବିକ୍ରି

 *ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ମହାପ୍ରସାଦ ପାଇଁ ଅନୁପଯୋଗୀ ଚାଉଳକୁ ଟେଣ୍ଡର ଡାକି କରାଯିବ ବିକ୍ରି*


ଭୁବନେଶ୍ଵର (ମଣିଭଦ୍ରା ଖବର) ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଅର୍ପଣ ଚାଉଳକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ - ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।ସେ କହିଛନ୍ତି ଯାହା ମହାପ୍ରସାଦ ପାଇଁ ଉପଯୋଗୀ ଚାଉଳ ନୁହେଁ, ତାହାକୁ ଟେଣ୍ଡର କରି ସର୍ବସାଧାରଣରେ ନିଲାମ କରି ବିକ୍ରି କରାଯିବ । ଏନେଇ ଉପଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ ଏକ କମଟି ଗଠନ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS