BREAKING
Loading...
:

ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କ ପରଲୋକ

 ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କ ପରଲୋକ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତର ପୂର୍ବତନ ସମ୍ପାଦକ ସାରଙ୍ଗ ଧର ସାହୁଙ୍କର ପରଲୋକ ଘଟିଛି । ସେ ତାଙ୍କ ନିଜ ଘରେ ଥିବା ବେଳେ   ଆଜି ଦିନ ୧୨.ଘ୩୦ମି ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେ ଜଣେ ମେଳାପି ତଥା ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ପୁତ୍ର ମୃତ୍ୟୁ ବରଣ କରିସାରିଥିବା ବେଳେ ନାତି(ଝିଅର ପୁଅ) ମୁଖାଅଗ୍ନି ଦେଇଥିଲେ ।  ଘରେ ଏବେ ତାଙ୍କ ଧର୍ମପତ୍ନୀ ଏବଂ ଛୋଟ ନାତୁଣୀ ବେସାହାରା ହୋଇ ପଡିଛନ୍ତି ।  ସେମାନଙ୍କ ଲାଳନପାଳନ ପାଇଁ କିଛି ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS