ମେଜରଙ୍କୁ ମାଡ଼; ୫ ପୋଲିସ ନିଲମ୍ବିତ
*-୫ ପୋଲିସ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ*
*-ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର ସସ୍ପେଣ୍ଡ*
*-ASI ସଳିଳମୟୀ ସାହୁ ଓ ସାଗରିକା ରଥ ନିଲମ୍ବିତ*
*-SI ବୈଶାଳିନୀ ପଣ୍ଡା ଓ କନେଷ୍ଟବଳ ବଳରାମ ହାଁସଦା ନିଲମ୍ବିତ*
*-କର୍ତ୍ତବ୍ୟରେ ଅବହେଳା ପାଇଁ ଡିଜିପିଙ୍କ କାର୍ଯ୍ୟାନୁଷ୍ଠାନ*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment