ଧରାବତରଣ କରିବେ ଜଗତଜନନୀ : ଆଜିଠୁ ମା’ଙ୍କ ଷୋଳପୂଜା ଆରମ୍ଭ
ଭୁବନେଶ୍ଵର (ମଣିଭଦ୍ରା ଖବର) ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହେଲାଣି ଶକ୍ତିପୀଠ । ବିଭିନ୍ନ ପୀଠରେ ଆଜିଠୁ ଆରମ୍ଭ ହେବ ମାଆଙ୍କ ଷୋଡ଼ଶ ଉପଚାର ପୂଜା । ସ୍ବତନ୍ତ୍ର ରିତିନୀତି ଅନୁଯାଇ ମାଆଙ୍କ ପୂଜାର୍ଚ୍ଚନା କରାଯିବ । ଅକ୍ଟୋବର ୧୨ ତାରିଖରେ ଦୁର୍ଗାପୂଜା ପାଇଁ ବିଭିନ୍ନ ସ୍ଥାନରେ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁ ରହିଥିବା ବେଳେ ଆରମ୍ଭ ହୋଇଗଲାଣି ତୋରଣ ଆଉ ସାଜସଜ୍ଜା । ମା'ଙ୍କ ଆଗମନରେ ଭକ୍ତ ଉଲ୍ଲସିତ ହୋଇ ଅନେଇ ରହିଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment