BREAKING
Loading...
:

ଅଖିଳବିଶ୍ବ ଗାୟତ୍ରୀ ପରିବାର ତରଫରୁ କଳସ ଶୋଭାଯାତ୍ରା ଓ ବୈଠକ

 ଅଖିଳବିଶ୍ବ ଗାୟତ୍ରୀ ପରିବାର ତରଫରୁ କଳସ ଶୋଭାଯାତ୍ରା ଓ।ଳ ବୈଠକ 



ଭୁବନେଶ୍ଵର (ମଣିଭଦ୍ରା ଖବର) ଅଖିଳବିଶ୍ୱ ଗାୟତ୍ରୀ ପରିବାର ହରିଦ୍ୱାର(ଉତ୍ତରାଖଣ୍ଡ) ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜ ରୁ ଓଡ଼ିଶା କୁ ଆସୁଥିବା ଜ୍ୟୋତିକଲଶ ରଥଯାତ୍ରା ର ଶୁଭାରମ୍ଭ ହୋଇଯାଇଛି।ଏଥି ସକାଶେ ଓଡ଼ିଶାର ୭୦୦ରୁ ଉର୍ଦ୍ଧ ଗାୟତ୍ରୀ ପରିବାର ପରିଜନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫୮ ପରିଜନ ଶାନ୍ତିକୁଞ୍ଜ ରେ ଅନୁଷ୍ଠିତ ଜ୍ୟୋତିକଲସ ଯାତ୍ରା ଅଧିବେଶନ (ତା.୨୦  ଠାରୁ ୨୨ ସେପ୍ଟେମ୍ବର ୨୦୨୪ )ରେ ଯୋଗଦେଇଥିଲେ ।

ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ମୁଖ୍ୟ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ ଦାସ କହିଛନ୍ତି ଆସନ୍ତା ଜାନୁୟାରୀ ୨୦୨୫ ପ୍ରାରମ୍ଭରେ ଜ୍ୟୋତିକଲସ ଗଞ୍ଜାମ ଜିଲ୍ଲାର ପ୍ରତ୍ୟକ ଗ୍ରାମକୁ ପରିକ୍ରମା କରିବାର ଯୋଜନା ପ୍ରସ୍ତୁତି ହୋଇସାରିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମଜିଲ୍ଲା ର ସମସ୍ତ ଗାୟତ୍ରୀ ପରିବାର ପରିଜନ ସେମାନଙ୍କ କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଦେବା ପାଇଁ ଅନୁରୋଧ କରିଛନ୍ତି।


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS