ମା ଭଟ୍ଟାରିକାଙ୍କ ଆୟୁଧ ଶୋଭାଯାତ୍ରା
କଟକ(ମଣିଭଦ୍ରା ଖବର) ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କର ଅନୁଷ୍ଠିତ ହୋଇଯାଇଛି ଆୟୁଧ ଶୋଭାଯାତ୍ରା।ପ୍ରତ୍ୟେକ ବର୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୭ ଦିନ ଧରି ମାଆଙ୍କର ଦଶହରାର ଷୋଡଶ ଉପଚାର ପୂଜା ଅନୁଷ୍ଟିତ ହୋଇଥାଏ।
ବିରାଟ ଶୋଭାଯାତ୍ରା ସହ ମାଙ୍କ ଆୟୁଧ ମନ୍ଦିରକୁ ଆସିଥାଏ। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା ଭଟ୍ଟାରିକା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ବିଭିନ୍ନ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି।।
ମାନସ କୁମାର ସାହୁ, କଟକ ମଣିଭଦ୍ରା ଖବର
Post a Comment