ଏହି_୫_ବର୍ଷ_ସମସ୍ତଙ୍କ_ପାଇଁ_ଗୁରୁତ୍ବପୂର୍ଣ୍ଣ,ସଦସ୍ୟତା ଅଭିଯାନରେ ଜେପି ନଡ୍ଡାଙ୍କ ବକ୍ତବ୍ୟ
ଭୁବନେଶ୍ଵର (ମଣିଭଦ୍ରା ଖବର) ୨୦୪୭ରେ ଭାରତକୁ ବିକଶିତ କରିବା, ସମସ୍ତଙ୍କ ଯୋଗଦାନ ଜରୁରୀ*
*-ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି*
*-କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି- ନଡ୍ଡା*
*-ମୋଦିଙ୍କ ନେତୃତ୍ବରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇଛୁ*
*-ଭାରତ ଆଜି ବିଶ୍ବର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି*
*-ମୋଦିଙ୍କ ନେତୃତ୍ବରେ ଭାରତ ତୃତୀୟ ବୃହତ ଅର୍ଥଶକ୍ତି ହେବାକୁ ଯାଉଛି*
*-୭୦ ବର୍ଷରୁ ଅଧିକ ୬ କୋଟି ଆୟୁଷ୍ମାନ ଭାରତରେ ସାମିଲ ହେବେ*
*-ଭାରତରେ କେହି କଚ୍ଚା ଘରେ ରହିବେନି, ଆଉ ୩ କୋଟି ଘର ମଂଜୁର*
*-ଏହି ୫ ବର୍ଷ ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ*
*-ସେଥିପାଇଁ ମୋଦି କହିଛନ୍ତି- ୟହି ସମୟ ହେ, ସହି ସମୟ ହେ*
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق