BREAKING
Loading...
:

ଭାରସାମ୍ୟ ହରାଇ ଟୋଲଗେଟରେ ପିଟିଲା ୧୪ ଚକିଆ ଟ୍ରକ,ଜଣେ ମୃତ, ଜଣେ ଗୁରୁତର

 ଭାରସାମ୍ୟ ହରାଇ ଟୋଲଗେଟରେ ପିଟିଲା ୧୪ ଚକିଆ ଟ୍ରକ,ଜଣେ ମୃତ, ଜଣେ ଗୁରୁତର 



କଟକ (ମଣିଭଦ୍ରା ଖବର) ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଖୁଣ୍ଟୁଣୀ ଥାନା ନିକଟରେ ଥିବା ଟୋଲଗେଟ ରେ ଭାରସାମ୍ୟ ହରାଇ ପିଟିଲା ୧୪ ଚକିଆ ଟ୍ରକ ଜଣେ ମୃତ ଜଣେ ଗୁରୁତର ଆହତ। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗୁରୁତର ଆହତ ଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।ଟ୍ରକଟି କଟକ ରୁ ଢେଙ୍କାନାଳ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।

ମାନସ କୁମାର ସାହୁ, କଟକ 

Post a Comment

أحدث أقدم
Header ADS