BREAKING
Loading...
:

ଅଭିଭାବକ ଶିକ୍ଷକ /ଶିକ୍ଷୟତ୍ରୀ / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ।

 ଅଭିଭାବକ ଶିକ୍ଷକ /ଶିକ୍ଷୟତ୍ରୀ / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ। 

 ଗଂଜାମ ଜିଲ୍ଲା (ଜ୍ୟୋତି ରଞ୍ଜନ ଗୈାଡ) ପୁରୋଷୋତ୍ତମପୁର  ବ୍ଲକ୍ ଜାମୁନୀ ଗ୍ରାମପଞ୍ଚାୟତ ଅଶୋକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ/ଶିକ୍ଷୟତ୍ରୀ/ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେଇଥିଲା।

ସ୍କୁଲ ର ପ୍ରଧାନ ଶିକ୍ଷକ ଶିଶିର କୁମାର ଷଡଙ୍ଗୀ ମୁଖ୍ୟ ବକ୍ତା ଭାବେ ଅଭିଭାଷଣ ଦେଇଥିଲେ। ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାଇକ ଯୋଗଦେଇଥିଲେ। ସ୍କୁଲ ପ୍ରେସିଡେଣ୍ଟ ଓ ଶିକ୍ଷକ/ ଶିକ୍ଷୟତ୍ରୀ/ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମସ୍ତ ପ୍ରକାର ବିଷୟ ବସ୍ତୁ  ଉପରେ ପ୍ରଧାନ ଶିକ୍ଷକ ଆଲୋଚନା କରିଥିଲେ। ସ୍କୁଲ ଛାତ୍ରଛାତ୍ରୀ ପାଞ୍ଚ ଶହ ଉର୍ଦ୍ଦ ଅଧ୍ୟୟନ କରନ୍ତି। ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ , ସ୍କୁଲ  ରେ ପେରେନ୍ସ ମାନଙ୍କର ସହଯୋଗ ଦରକାର। ଆସିଡେଣ୍ଟେ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS