ଆମ୍ବଡ଼ାଳ ପଡ଼ି ଭାଙ୍ଗିଲା ବନବିଭାଗ ପାଚେରୀ
ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ଆମ୍ବଡ଼ାଳ ପଡ଼ି ବନବିଭାଗ କାର୍ଯ୍ୟାଳୟର ପାଚେରି ଭାଂଗିଯାଇଛି । ଏହି ରାସ୍ତାଦେଇ ଲୋକମାନେ ସ୍ବାସ୍ଥ୍ୟକେନ୍ଦ୍ର ଓ ଥାନାକୁ ଯାତାୟାତ କରୁଥିବା ବେଳେ କାହାରି କ୍ଷତି ହୋଇନଥିବା ଜଣାପଡ଼ିଛି। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ହଠାତ୍ ଗଛର ଏକ ବଡ଼ଡାଳ ଛିଣ୍ଡି ପଡ଼ିଥିଲା । ଯାହାକି ଡାଳଟି ବାଣିଗୋଛା ସେକ୍ସନ କାର୍ଯ୍ୟାଳୟର ପାଚେରି ଉପରେ ପଡ଼ିଥିଲା । ସୌଭାଗ୍ୟବଶତଃ ଏହା ମଧ୍ୟରେ କୈାଣସି କର୍ମଚାରୀ କିମ୍ବା ଲୋକ ଯାତାୟାତ କରୁନଥିବା ବେଳେ ଏକବଡ଼ ଦୁର୍ଘଟଣା ଟଳି ଯାଇଛି।
ମଣିଭଦ୍ରା ଖବର
Post a Comment