BREAKING
Loading...
:

ବଦଳିଲେ ନୟାଗଡ଼ ଜିଲ୍ଲାପାଳ


 ବଦଳିଲେ ନୟାଗଡ଼ ଜିଲ୍ଲାପାଳ

ଭୂବନେଶ୍ବର(ମଣିଭଦ୍ରା ଖବର) ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ଜିଲ୍ଲାପାଳଙ୍କ ମଧ୍ୟରେ ବଡ଼ ଧରଣର ଅଦଳ ବଦଳ କରିଥିବା ଜଣାପଡିଛି । 

ଏହି ଅବସରରେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାପାଳ ସ୍ବାଧାଦେବୀ ସିଂଙ୍କୁ ପଞ୍ଚାୟତରାଜ ଏବଂ ପାନୀୟ ଜଳର ବିଭାଗର  ଅତିରିକ୍ତ ସଚିବ ଭାବେ ବଦଳି କରିଯାଇଥିବା ବେଳେ ତାଙ୍କ ସ୍ଥାନରେ ସମ୍ବଲପୁର ଜିଲ୍ଲାପାଳ ଥିବା ଅକ୍ଷୟ ଅଗ୍ରଓ୍ବାଲଙ୍କୁ ନୟାଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS