BREAKING
Loading...
:

ଭିଜିଲାନ୍ସ ଜାଲରେ ଆଠଗଡ ବିଡ଼ିଓ

 ଭିଜିଲାନ୍ସ ଜାଲରେ ଆଠଗଡ ବିଡ଼ିଓ 

(ମଣିଭଦ୍ରା ଖବର) ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ l  ଏକ କାଳୀନ ୮ଟି ସ୍ଥାନରେ ଚଢାଉ l ଖୋର୍ଦ୍ଧା, ଭୁବନେଶ୍ବର, ନୟାଗଡ଼ ଓ  ଆଠଗଡ଼ର ୮ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ l ରାଜସୁନାଖଳାର ଗୋଟିଏ ୩ ମହଲା ଘର ସହିତ ଏକ ଗୋଟେ ମହଲା ଘର, ଖୋର୍ଦ୍ଧାର ଭାଲିଆବାଡ଼ି, ଭୁବନେଶ୍ବର ଗୌତମନଗର, ଆଠଗଡ଼ ସରକାରୀ ଘର, ପିଚୁକୁଳିରେ ସମ୍ପର୍କୀୟଙ୍କ ଘରେ ଓ ଆଠଗଡ଼ ଅଞ୍ଚଳରେ ଚଢାଉ କରୁଛି ଭିଜିଲାନ୍ସ l 


ଚଢାଉରେ ୬ ଡିଏସପି, ୬ ଇନ୍ସପେକ୍ଟର ଓ ୧୦  ଏଏସ୍ଆଇ ସାମିଲ l ସ୍ଵତନ୍ତ୍ର ନିର୍ଦ୍ଦେଶରେ ଚାଲିଛି ଭିଜିଲାନ୍ସ ରେଡ୍ l

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS