BREAKING
Loading...
:

ଚନ୍ଦନ ନଗର ୱେଲ ଫର୍ ସୋସାଇଟି ର 78 ତମ ସ୍ବାଧିନତା ଦିବସ ପାଳିତ

 ଚନ୍ଦନ ନଗର ୱେଲ ଫର୍ ସୋସାଇଟି ର 78 ତମ ସ୍ବାଧିନତା ଦିବସ ପାଳିତ

ବ୍ରହ୍ମପୁର( ଜ୍ୟୋତି ରଞ୍ଜନ ଗୈାଡ)ଲାଞ୍ଜିପଲ୍ଲୀ ଚନ୍ଦନ ନଗର ୱେଲ୍ ଫର୍ ସୋସାଇଟି ର 78 ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଭାନୁମତୀ ଦୋରା,କର୍ପୋରେଟର ବନିତା ସାହୁ,ଗୋପାଳ ମିଶ୍ର,ସରୋଜ ଆଚାର୍ଯ୍ୟ, ବୀଣା ନାୟକ,ରାମ କୃଷ୍ଣ ମହାନ୍ତି,ରାଜେଶ ମହାନ୍ତି,ଅନିଲ ପାଢ଼ୀ,ସୁନିଲ ଆଚାର୍ଯ୍ୟ,ଜଗନ୍ନାଥ ଚୌଧୁରୀ, ମାନସ ରଞ୍ଜନ ମହାପାତ୍ର,ପ୍ରତାପ ଷଡ଼ଙ୍ଗୀ, ରାମ କୃଷ୍ଣ ପଣ୍ଡା,ଗୌରାଙ୍ଗ ମହାପାତ୍ର,ବାବୁ ପଣ୍ଡା,ମନୁ ଦାସ, ପ୍ରକାଶ ବେହେରା,ଏବଂ ସମସ୍ତ ଚନ୍ଦନ ନଗର ବାସୀ ଉପସ୍ଥିତ ଥିଲେ।



ଗୋପାଳ ମିଶ୍ର ପତାକା ଉତ୍ତୋଳନ କରି ସ୍ବାଧିନତା ସଂଗ୍ରାମୀ ମାନଙ୍କ ବିଷୟରେ କିଛି ବକୃତା ଦେଇଥିଲେ।


ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS