BREAKING
Loading...
:

ପରୀକ୍ଷା ହଲକୁ ମୋବାଇଲ ନେଇ ଶିକ୍ଷୟତ୍ରୀ ନିଲମ୍ବିତ

 ପରୀକ୍ଷା ହଲକୁ ମୋବାଇଲ ନେଇ ଶିକ୍ଷୟତ୍ରୀ ନିଲମ୍ବିତ




ଖଣ୍ଡପଡ଼ା ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ଅନ୍ତର୍ଗତ ଭାପୁର ବ୍ଲକ ର ବାଇଗୁଣିଆ ଗ୍ରାମସ୍ଥିତ ବାଇଗୁଣିଆ ତାନ୍ତୁବାୟ ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ମାଟ୍ରିକ ପରୀକ୍ଷାରେ ଅନିୟମିତତା ପାଇଁ ନିଲମ୍ବିତ ହୋଇଛନ୍ତି l ପ୍ରକାଶ ଥାଉ କି ଶିକ୍ଷୟତ୍ରୀ ପରୀକ୍ଷା ହଲକୁ ମୋବାଇଲ ଫୋନ ନେବା ଓ ଏହାକୁ ଅନ ରଖି ଥିବା କାରଣରୁ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ତଦନ୍ତ କରି ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର 

Post a Comment

أحدث أقدم
Header ADS