BREAKING
Loading...
:

୨୧ କୁଣ୍ଡିୟ ଘୃତଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ

 ୨୧ କୁଣ୍ଡିୟ ଘୃତଯଜ୍ଞ  ଓ ପ୍ରବଚନ କାର୍ଯ୍ୟକ୍ରମ

 


ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଶନିବାର ଦଶପଲ୍ଲା ଗାନ୍ଧୀ ମଇଦାନଠାରେ ୨୧ କୁଣ୍ଡିୟ ଘୃତଯଜ୍ଞ    ଓ ବୈଦିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି

ଯଜ୍ଞରେ ୨୧ ଜଣ ସସ୍ତ୍ରୀକ ଯଜ୍ଞରେ ବସିଥିଲେ । ଶ୍ରୁତିନ୍ୟାସର ଅଧ୍ୟକ୍ଷ ସ୍ଵାମୀସୁଧାନନ୍ଦ ସରସ୍ବତୀ ଯଜ୍ଞସ୍ଥଳରେ ଉପସ୍ଥିତ ରହି ପ୍ରବଚନ  ଦେଇଥିଲେ । ଏହି ଯଜ୍ଞ ଦେଖିବା ଏବଂ ପ୍ରବଚନ ଶୁଣିବା ନିମନ୍ତେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଥିଲା ବେଳେ  ଦଶପଲ୍ଲା ଆର୍‌ଆର୍‌ଏସ୍ଏସ୍ କର୍ମକର୍ତ୍ତା  ମାନେ ଏହାକୁ ପରିଚାଳନା କରିଥିଲେ । 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣି ଭଦ୍ରା ଖବର,

Post a Comment

أحدث أقدم
Header ADS