BREAKING
Loading...
:

ଗୁରୁତର ଅବସ୍ଥାରେ ଯୁବକ ଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ।

 ଗୁରୁତର ଅବସ୍ଥାରେ ଯୁବକ ଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ।




ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ଟିଟିଲାଗଡ ରୁ କଣ୍ଟାବାଞ୍ଜି ମୂଖ୍ୟ ରାଜପଥ ରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରିବା ସୂଚନା ମିଳିଛି।

ସୂଚନାନୂଯାୟୀ, ଟିଟିଲାଗଡ ରୁ ପ୍ରାୟ ସାତ କି, ମି ଦୁର ପିଠାପଡ଼ା ଗ୍ରାମ ନିକଟସ୍ଥ ମୁଖ୍ୟ ସଡକ କଡ଼ରେ ପ୍ରାୟ ୧୦ ଟା ସମୟ ରେ ଗୁରୁତର ଅବସ୍ଥାରେ ନଟୁ ଘିବେଲା ନାମକ ଜଣେ ୨୨ ବର୍ଷୀୟ ଯୁବକ ଗୁରୁତର ଆହତ ଅବସ୍ଥା ରେ ପଡ଼ିଥିବା ପୋଲିସ ଖବର ପାଇ ଟିଟିଲାଗଡ ଡାକ୍ତର ଖାନା ଆମ୍ବୁଲାନ୍ସ ଯୋଗେ ପହଞ୍ଚେଇ ଥିଲେ । ଉକ୍ତ ଯୁବକ କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ କିପରି ତାଙ୍କ ମୃତ୍ୟୁ ଘଟିଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS