BREAKING
Loading...
:

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟଖଣ୍ଡ ପରିସରରେ ଜଳାନ୍ତକ ରୋଗର ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ

 ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟଖଣ୍ଡ ପରିସରରେ ଜଳାନ୍ତକ ରୋଗର ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ



ଦଶପଲ୍ଲା (ମଣିଭଦ୍ରା ଖବର)ଆଜି ଦଶପଲ୍ଲା ବ୍ଲକ ନିକଟସ୍ଥ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜଳାନ୍ତକ ରୋଗର ନିରାକରଣ ନିମନ୍ତେ ପ୍ରତିଷେଧକ ଟୀକା କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ସନ୍ଦୀପ କୁମାର ସ୍ୱାଇଁ ଓ ଡାକ୍ତରୀ ଅଧିକାରୀ ଡ଼. ସିଦ୍ଧାର୍ଥ ମିଶ୍ର ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସସ୍ମିତା ପ୍ରଧାନ ଏହାକୁ ଜନସାଧାରଣ ଙ୍କ ଉଦ୍ଧେଶ୍ୟରେ ଉନ୍ମଚନ୍ କରିଛନ୍ତି ।



ଆଜିଠାରୁ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉକ୍ତ ପ୍ରତିଷେଧକ ଟୀକା ଉପଲବ୍ଧ ହୋଇପାରିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଥିବା ଜଣାପଡ଼ିଛି।


ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS