BREAKING
Loading...
:

ସଂକଳ୍ପ ଅନୁଷ୍ଠାନ ର କବିତା ଆସର

 ସଂକଳ୍ପ ଅନୁଷ୍ଠାନ ର କବିତା ଆସର ,

 



ଦଶପଲ୍ଲା (ମଣିଭଦ୍ରା ଖବର)

ସଂକଳ୍ପ ସାହିତ୍ୟ ସେଵା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ରାଧାମୋହନ ଜୀଉ ହାଇସ୍କୁଲ ପରିସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନ ର ସଭାପତି ତଥା ଅଵସର ପ୍ରାପ୍ତ ଜେଲ ଡିଆଇଜି ଗୋଲକ ବିହାରୀ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚ ର ସଭାପତି ପ୍ରାଣକୃଷ୍ଣ ଵେହେରା , ଅଵସର ପ୍ରାପ୍ତ ଶିକ୍ଷକ ପ୍ରଶନ୍ନ କୁମାର ଶତପଥୀ ପ୍ରମୁଖ ଯୋଗଦେଇଥିଲେ। କଵିତା ପାଠ କାର୍ଯ୍ୟ କ୍ରମରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ସ୍ୱରଚିତ କବିତା ଆହ୍ରୁର  କରିଥିଲେ।  ବିଭିନ୍ନ ଅନୁଷ୍ଠାନ ଏଵଂ ଶିକ୍ଷାନୁଷ୍ଠାନ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଓ ଜଙ୍ଗଲରେ ନିଆଁ ରୋକିବା ନିମନ୍ତେ ବିଭିନ୍ନ ଅଂଚଳରେ ଉକ୍ତ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ ଅନୁଷ୍ଠାନ ର ସଂପାଦକ ପ୍ରକାଶ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ , ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,

Post a Comment

أحدث أقدم
Header ADS