BREAKING
Loading...
:

ଜଳାତଙ୍କ ନିରୋଧ ଟୀକାକରଣ କେନ୍ଦ୍ର ଉଦଘାଟିତ

 ଜଳାତଙ୍କ ନିରୋଧ ଟୀକାକରଣ କେନ୍ଦ୍ର ଉଦଘାଟିତ



ଦଶପଲ୍ଲା ( ମଣିଭଦ୍ରା ଖବର) ବ୍ଳକ ଅନ୍ତର୍ଗତ ମଧ୍ଯଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଧବାର ଦିନ ଜଳାତଙ୍କ ନିରୋଧ ଟୀକାକରଣ କେନ୍ଦ୍ର  ଉଦଘାଟିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ଦ୍ବାରା ଜଳାତଙ୍କ ରୋଗର ନିରାକରଣ ନିମନ୍ତେ ପଦକ୍ଷେପ ସ୍ୱରୂପ ଏହି ଟୀକାକରଣ କେନ୍ଦ୍ର ସହାୟକ ହେବ ବୋଲି ଜଣାପଡିଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡ.ସନ୍ଦିପ କୁମାର ସ୍ୱାଇଁ, ଡ.ଶିଦ୍ଧାର୍ଥ ମିଶ୍ର, ସରପଂଚ ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତୁଷାର କାନ୍ତ ସାହୁ ପରିଚାଳନା କରିଥିଲେ,ଆଜିଠାରୁ ବିଧିବଦ୍ଧ ଭାବେ ଟୀକାକରଣ ଆରମ୍ଭ ହୋଇଛି। 



ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,

Post a Comment

أحدث أقدم
Header ADS