BREAKING
Loading...
:

ବ୍ୟକ୍ତି ଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସ ତଦନ୍ତ ଆରମ୍ଭ।

 ବ୍ୟକ୍ତି ଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସ ତଦନ୍ତ ଆରମ୍ଭ।



ବଲାଙ୍ଗୀର/ସଇଁତଲା (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତ ଦେଉଳି ଗାଁରେ ଆୟୋଜିତ ହେଉଥିବା ମକର ସଂକ୍ରାନ୍ତି ମେଳା  ବେଳେ ଯାତ୍ରା ଦେଖିବାକୁ ଆସି ଜଣେ ବ୍ୟକ୍ତି ଙ୍କ ସନ୍ଧେହ ଜନକ ଭାବେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଭୁସକିମାଲ ଗ୍ରାମ ର ଲାଲ ସାହୁ (୪୭)ଗତ କାଲି ସନ୍ଧ୍ୟାରେ ଯାତ୍ରା ଦେଖିବାକୁ ଆସି ଥିଲେ l ହେଲେ ଆଜି ସକାଳୁ ଏକ ବିଲରେ ଶୋଇପଡି ଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ସଇଁନ୍ତଲା ପୁଲିସ କୁ ଖବର ଦେଇ ଥିଲେ l ମୃତ୍ୟୁ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି l ଘଟଣା ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିବା ଜଣା ପଡିଛି l 


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 



Post a Comment

أحدث أقدم
Header ADS