BREAKING
Loading...
:

ସ୍ଵାଧୀନତା ସଂଗ୍ରାମୀ ଙ୍କ ପାଇଁ ସ୍ମୃତି ସଭା

 ସ୍ଵାଧୀନତା ସଂଗ୍ରାମୀ ଙ୍କ ପାଇଁ ସ୍ମୃତି ସଭା




ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା ଅଂଚଳ ର ସ୍ଵାଧିନତା ସଂଗ୍ରାମୀ ଲକ୍ଷ୍ମଣ  ସାହୁ ଙ୍କ ବିୟୋଗରେ  ସାତପାଟଣା ସ୍ଥିତ ତାଙ୍କ ଭଵନରେ ଗୁରୁବାର ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା , ସଂକଳ୍ପ ସାହିତ୍ୟ ସେଵା ଅନୁଷ୍ଠାନ ର ସଭାପତି ତଥା ଅଵସର ପ୍ରାପ୍ତ ଜେଲ ଡି ଆ ଜି  ଗୋଲକ ବିହାରୀ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୁପେ ଦଶପଲ୍ଲା ତହସିଲଦାର ଶ୍ରୀ କୁମାର ରଥ , ମୁଖ୍ୟ ବକ୍ତା ରୁପେ ଏନ ସି ଚେୟାରମ୍ୟାନ ଇ° ପୁନମ ପ୍ରିୟଦର୍ଶିନୀ  ସମ୍ମାନ ନୀୟ ଅତିଥି ରୁପେ ବରିଷ୍ଠ ନାଗରିକ ମଂଚ ର ସଭାପତି ପ୍ରାଣକୃଷ୍ଣ ଵେହେରା , ସମାଜସେବୀ ସଜନ କୁମାର ରାୟ , ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, କିଶୋର ଦଳବେହେରା ପ୍ରମୁଖ ଯୋଗଦାନ କରି ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ସାହୁ ଙ୍କ ଗୁଣାଵଳୀ ଉପରେ ଉଦବୋଧନ ଦେବା ସହ ଦଶପଲ୍ଲା ଜଣେ ସ୍ଵାଧିନତା ସଂଗ୍ରାମୀ ଙ୍କୁ ହରାଇଲା ଵୋଲି ମତ ବ୍ୟକ୍ତ କରିଥିଲେ , ସଂକଳ୍ପ ସାହିତ୍ୟ ସେଵା ଅନୁଷ୍ଠାନ ର ସଂପାଦକ ତଥା ସାମ୍ବାଦିକ ପ୍ରକାଶ କୁମାର ପାଣି ସ୍ବାଗତ ଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ , ସ୍ବର୍ଗ ତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ,ପରିଶେଷରେ ବରିଷ୍ଠ ନାଗରିକ ମଂଚ ର ସଭାପତି ଶ୍ରୀ ଵେହେରା ଧନ୍ୟବାଦ ଅର୍ପଣ କରିଥିଲେ,  , ଏଥିରେ ଉକ୍ତ ଅଂଚଳର ଵହୁ ମହିଳା ଏବଂ ପୁରୁଷ ଯୋଗଦାନ କରିଥିଲେ ।


 ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,

(

Post a Comment

Previous Post Next Post
Header ADS