BREAKING
Loading...
:

ପଞ୍ଚୁପାଣ୍ଡବ ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଦଶପଲ୍ଲା ବିଧାୟକ

 ପଞ୍ଚୁପାଣ୍ଡବ ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କଲେ ଦଶପଲ୍ଲା ବିଧାୟକ




ନୂଆଗାଁ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ମହୋତ୍ସବ ପଡ଼ିଆ ରେ ଆସନ୍ତା ଫେବୃଆରୀ ମାସ ୨ ତାରିଖ ରେ ଅନୁଷ୍ଠିତ ହେବ ପଞ୍ଚୁପାଣ୍ଡବ ମହୋତ୍ସବ।ପଞ୍ଚୁପାଣ୍ଡବ ମହୋତ୍ସବ କୁ ସଫଳତାର ସହ କିପରି ଆୟୋଜନ କରାଯିବ ସେଥିପାଇଁ ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟି ର ସଭାପତି  ରମେଶ ଚନ୍ଦ୍ର ବେହେରା ମହୋତ୍ସବ ର  ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି।ତତ୍ ସହିତ ମହୋତ୍ସବ ପଡ଼ିଆ ପରିଦର୍ଶନ କରିଛନ୍ତି।ଦଶପଲ୍ଲା ବିଧାୟକ ଙ୍କ  ସମୀକ୍ଷା ଏବଂ ପରିଦର୍ଶନ ସମୟରେ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ।ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁ  ନୂଆଗାଁ ବ୍ଲକ୍ ମହୋତ୍ସବ ପଡ଼ିଆ ରେ ଏଭଳି ଏକ ଉନ୍ନତ ମାନର ପଞ୍ଚୁପାଣ୍ଡବ ମହୋତ୍ସବ ହେଉଥିବାରୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS