BREAKING
Loading...
:

ଉପଜିଲ୍ଲା ପାଳ ଙ୍କ ସ୍କୁଲ ପରିଦର୍ଶନ।

 ଉପଜିଲ୍ଲା ପାଳ ଙ୍କ ସ୍କୁଲ ପରିଦର୍ଶନ।



ବଲାଙ୍ଗୀର/ସଇଁତଳା (ମଣିଭଦ୍ରା ଖବର):ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ସ୍କୁଲ ତୃତୀୟ ପର୍ଯ୍ୟାୟରେ ୫ଟିରେ ସାମିଲ ହୋଇଛି । ଏଥର ବ୍ଲକର ଭନ୍ଦ୍ରା ସ୍କୁଲ ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି । ତେବେ ୫ଟି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ଭଦ୍ରା ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଏହି ସମୟରେ ଉପଜିଲ୍ଲାପାଳଙ୍କ ସହ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସମାଜସେବୀ ଦୀପକ ଅଗ୍ରୱାଲ ଓ ସରକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା ସମେତ ସ୍କୁଲର ଶିକ୍ଷକମାନେ ଉପସ୍ଥିତ ଥିଲେ ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS