BREAKING
Loading...
:

ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

 ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ





ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଅଞ୍ଚଳ ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ।ସୂଚନା ଅନୁଯାୟୀ ଆଜି କୌଣସି ଏକ ବ୍ୟକ୍ତି ବିଲ ନିକଟରେ ନବଜାତ ଶିଶୁ କନ୍ୟା ପଡିଥିବାର ଦେଖି ନୟାଗଡ ଚାଇଲ୍ଡ ଲାଇନ କୁ ଖବର ଦେଇଥିଲେ।ଖବର ପାଇ ନୟାଗଡ ଚାଇଲ୍ଡ ଲାଇନ ର କର୍ମଚାରୀ ନବଜାତ ଶିଶୁ କନ୍ୟା କୁ ଉଦ୍ଧାର କରି ମହିପୁର ଚିକିତ୍ସାଳୟ କୁ ନେଇଥିଲେ।ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟା ପନ୍ନ ହେବାରୁ ଶିଶୁ କନ୍ୟାକୁ ନୟାଗଡ ଓ ପରେ ଭୁବନେଶ୍ଵର ଚିକିତ୍ସା ପାଇଁ ନିଆଯାଇଥିଲା।ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ରେ ହାଜର କରାଯାଇଥିବା ଜଣା ପଡିଛି। 


ନୂଆଗାଁ ପୁଷ୍ପଲତା ପ୍ରଧାନ 

Post a Comment

Previous Post Next Post
Header ADS