BREAKING
Loading...
:

ମହୁଲବୁରି ଆଦିତ୍ୟ ବାହିନୀ ସଙ୍ଘ ପକ୍ଷରୁ ଏକ ସ୍ୱଚ୍ଛ ଭାରତ ସେବା ଅନୁଷ୍ଠିତ

 ମହୁଲବୁରି ଆଦିତ୍ୟ ବାହିନୀ ସଙ୍ଘ ପକ୍ଷରୁ ଏକ ସ୍ୱଚ୍ଛ ଭାରତ ସେବା ଅନୁଷ୍ଠିତ ହୋଇଯାଇଛି l



ବୌଦ୍ଧ ( ମଣିଭଦ୍ରା ଖବର)ଜିଲ୍ଲା ହରଭଙ୍ଗା ବ୍ଲକ ବିରନର ସିଂଙ୍ଗ ପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲବୁରି ଗ୍ରାମର ଆଦିତ୍ୟ ବାହିନୀ ସଙ୍ଘ ତରଫରୁ ଏକ ସ୍ୱଛ ଭାରତ ସେବା ଅନୁଷ୍ଠିତ ହୋଇଛି l ଏହି ସେବା କରଡ଼ି ଗ୍ରାମର ପଶ୍ଚିମ ଦିଗ ମହାନଦୀକୁଳ ରେ ଥିବା ଓଁ ଶ୍ରୀ ଶ୍ରୀ ଶ୍ରୀ ଚମ୍ପେଶ୍ୱର ମହାଦେବ ମନ୍ଦିର ଚତୁର୍ପାଶ୍ୱ ଏବଂ ମନ୍ଦିର ଠାରୁ ଜଗନ୍ନାଥ ରାସ୍ତା ପର୍ଯ୍ୟନ୍ତ ପ୍ରାୟ 300ମିଟର ରାସ୍ତାର ଦୁଇ ପାର୍ଶ୍ୱ ସଫାସୁତରା ସହିତ ଲୋକ ମାନଙ୍କୁ ମନ୍ଦିର ସଫାସୁତରା ରଖିବାର ସଚେତନ କରାଇଥିଲେ l ଏହିକାର୍ଯ୍ୟକ୍ରମ ମହୁଲବୁରି ଆଦିତ୍ୟ ବାହିନୀ ସଂଘର ସଭାପତି ଶ୍ରୀ ଦିବ୍ୟଲୋଚନ ବେହେରା ଙ୍କ ପରାମର୍ଶକ୍ରମେ ସମସ୍ତେ ଅନୁଷ୍ଠାନର କର୍ମକର୍ତ୍ତା ତଥା ସମ୍ପାଦକ ନେତ୍ରାନନ୍ଦ କହଁର, ସଚ୍ଚିଦାନନ୍ଦ ପାତ୍ର ପୀଠପରିଷଦ କାର୍ତ୍ତିକ କୁମ୍ଭୀର, ସଚ୍ଚିଦାନନ୍ଦ ବେହେରା, କୃପାସିନ୍ଧୁ ବେହେରା, ଜଗନ୍ନାଥ ରଣବିଡ଼l, ଦୁଆରୁ ବେହେରା, ପ୍ରଚାରସଚିବ ସଞ୍ଜୟ କୁମାର ନନ୍ଦ, ଅଜୟ ପାତ୍ର ସଭ୍ୟ ସାନନ୍ଦ ନାୟକ, ଲିଙ୍ଗରାଜ ନନ୍ଦ ବ୍ରହ୍ମl ଲୁହା, ନବୀନ ମହାନନ୍ଦ, ମାନଭଞ୍ଜନ ମହାନନ୍ଦ ଜଳନ୍ଧର ମହାନନ୍ଦ ସନ୍ତୋଷ ନାୟକ ଏବଂ ଗ୍ରାମବାସୀଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ

Post a Comment

Previous Post Next Post
Header ADS