BREAKING
Loading...
:

ଜିଲ୍ଲା ସ୍ତରୀୟ 71ତମ ଗୋ-ସମର୍ଦ୍ଧନା ସପ୍ତାହ ପାଳନଉତ୍ସବ ଉପଲକ୍ଷେ ପ୍ରାଣୀସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ l

 ଜିଲ୍ଲା ସ୍ତରୀୟ 71ତମ ଗୋ-ସମର୍ଦ୍ଧନା ସପ୍ତାହ ପାଳନଉତ୍ସବ ଉପଲକ୍ଷେ ପ୍ରାଣୀସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ l



ବୌଦ୍ଧ ଜିଲ୍ଲା (ମଣିଭଦ୍ରା ଖବର ) ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମପଞ୍ଚାୟତ ଅଧିନସ୍ଥ ଡିଆଁଘାଟ ଭେଟେନାରୀ ଅଫିସ ପରିସରରେ ଏକ ଜିଲ୍ଲା ସ୍ତରୀୟ 71ତମ ଗୋ -ସମ୍ବର୍ଦ୍ଧନା ସପ୍ତାହ ପାଳନ ହଇଯାଇଛି l ଏହି କାର୍ଯ୍ୟକ୍ରମରେ ଗୋ ମାତାଙ୍କୁ ପୂଜା କରାଯିବା ସହିତ ପ୍ରତ୍ୟେକ ଗୋରୁ ଗାଈ ମାନଙ୍କୁ ମାଗଣାରେ ଗୋ ଖାଦ୍ୟ ଏବଂ ଭେକ୍ସିନ ଦିଆଯାଇଛି l ଏହିକାଯ୍ୟକ୍ରମ ବିପିଓ ଶ୍ରୀ ବୀରେନ୍ଦ୍ର ପୃଷ୍ଟି ଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ଥିଲେ ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ଏ.ପି.ଓ ପ୍ରତିମା ବାରିକ,ଭି.ଏ.ସ ପୁରୁଣାକଟକ ଦୀନବନ୍ଧୁ ରାଉତ, ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ, ଭେକ୍ଟିନେଟର ରଞ୍ଜନ ଅମାତ, ସୁମନ୍ତ କର୍ଣ୍ଣ, ସହକର୍ମୀ ଅକ୍ଷୟ ନାୟକ, ସତ୍ସାସେବି ମାନସ ରଞ୍ଜନ ରଣା, ଜ୍ୟୋତିମୟ ଦାସ, ସୁଯ୍ୟଭାନୁ ନାୟକ, ପ୍ରକାର ବେହେରା, ବାପୁନ ରଣା, ଏବଂ ଡିଆଁଘାଟ ଗ୍ରାମବାସି ଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପୂର୍ଣ ହୋଇଥିବା ଦେଖିବାକୁ ମିଳିଛି  l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ

Post a Comment

أحدث أقدم
Header ADS