BREAKING
Loading...
:

୧୫୭ ଜଣ ଛାତ୍ର ଛାତ୍ରୀ ଦେଲେ ଏନ୍ ଆର୍ ଟି ଏସ ପରୀକ୍ଷା

 ୧୫୭ ଜଣ ଛାତ୍ର ଛାତ୍ରୀ ଦେଲେ ଏନ୍ ଆର୍ ଟି ଏସ ପରୀକ୍ଷା





ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଏନ୍ ଆର୍ ଟି ଏସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରେ ନବମ ଶ୍ରେଣୀ ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କ ମଧ୍ୟରୁ ୧୬୨ ଜଣ ଛାତ୍ର ଛାତ୍ରୀ ଏନ୍.ଆର୍.ଟି.ଏସ  ପରୀକ୍ଷା ଦେବାକୁ ଥିବା ବେଳେ ୧୫୭ ଜଣ ଛାତ୍ର ଛାତ୍ରୀ   ପରୀକ୍ଷା ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବା ପାଇଁ ୬ ଟି ହଲ୍ ର ବ୍ୟବସ୍ଥା କରାଯାଇଥିବା ବେଳେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର, ନୀଳାଦ୍ରି ପୁର କ୍ଲଷ୍ଟର ସି ଆର୍ ସି ସି ବିଜୟ କୁମାର ବେହେରା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ସମାପନ ହୋଇଥିବା ଜଣା ପଡିଛି।  


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS