BREAKING
Loading...
:

ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ହେବେ ଶ୍ରୀ ସତ୍ୟରଞ୍ଜନ ସାହୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତିଜାରି l

 ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ  ହେବେ ଶ୍ରୀ ସତ୍ୟରଞ୍ଜନ ସାହୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତିଜାରି l

 



ବୌଦ୍ଧ (ମଣିଭଦ୍ରା ଖବର)ଓଡିଶା ପ୍ରଶାନି ବିଭାଗର ବରଷ୍ଠଅଧିକାରୀ ଶ୍ରୀ ସତ୍ୟରଞ୍ଜନ ସାହୁ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲା ପାଳ ଭାବରେ ନିଯୁକ୍ତି ହୋଇଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି l ଶ୍ରୀ ସାହୁ ଓଡିଶା ମାଧ୍ୟମିକ ବିକାଶ ପରିସର ର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ l ବୌଦ୍ଧ ର ପୂର୍ଵତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଜୁଲାଇ ତା.31ରିଖରେ ଅବସର ନେବା ପରେ ବୌଦ୍ଧର ଭାରପ୍ରାପ୍ତ ଜିଲ୍ଲାପାଳ ଭାବରେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟ ତୁଲାଇ ଆସୁଥିଲେ l ନୂତନ ଜିଲ୍ଲାପାଳ ନିଯୁକ୍ତି ହେବାରୁ ବୁଦ୍ଧିଜୀବୀ ମହଲରେ ଖୁସିରଳହର ଦେଖିବାକୁ ମିଳିଥିଲା l 


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS