BREAKING
Loading...
:

ଘର ପୋଡି ସହାୟତା ପାଇଁ ଦାବୀ

 ଘର ପୋଡି ସହାୟତା ପାଇଁ ଦାବୀ 




 ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଆଜି ଭୋର 3 ଘଣ୍ଟା (ବୁଧବାର ) ସମୟରେ  ବୌଦ୍ଧ ବ୍ଲକ ଅନ୍ତର୍ଗତ  ମୁଣ୍ଡିପଦର ଗ୍ରା. ପ ଅନ୍ତର୍ଗତ  ମୁଣ୍ଡିପଦର ଗ୍ରାମର  ମହାର୍ଗୀ ପ୍ରଧାନ, ସ୍ୱାମୀ (ମୃତ )-ସନାତନ ପ୍ରଧାନ ଙ୍କ ଘର ପୋଡ଼ିଯାଇଛି l ଘରର ଆସବାପତ୍ର ଇତ୍ୟାଦି ମଧ୍ୟ ନିଆଁ ଲାଗିବା ହେତୁ ପୋଡ଼ିଯାଇଛି l ନିଆଁ କୁ ଆୟତ୍ତ କରିବା ପାଇଁ ବାଉଁଶୁଣି ଦମକଳ ବାହିନୀ ପହଂଚି ଆୟତ୍ତ କରିଥିଲେ l ପରିବାର ର ରହିବା ପାଇଁ ଘର କମ ଥିବାରୁ ଏବଂ ବର୍ଷା ଦିନ ହୋଇ ଥିବା ହେତୁ ପରିବାର ର ସମସ୍ତ ସଦସ୍ୟ  ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି, l ଏଣୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାପାଇଁ ଦାବୀ ହେଉଛି.l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS