BREAKING
Loading...
:

ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର ନୂତନ ଜିଲ୍ଲା କମିଟି ର ପ୍ରଥମ ବୈଠକ ଅନୁଷ୍ଠିତ l

 ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର   ନୂତନ ଜିଲ୍ଲା କମିଟି ର ପ୍ରଥମ ବୈଠକ ଅନୁଷ୍ଠିତ l 



ସୁବର୍ଣ୍ଣପୁର  (ମଣିଭଦ୍ରା ଖବର)

ସୁବର୍ଣ୍ଣପୁର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର   ନୂତନ ଜିଲ୍ଲା କମିଟି ର ପ୍ରଥମ ବୈଠକ ସ୍ଥାନୀୟ ବିନିକା ନିକଟ ଗୁଲୁଣ୍ଡା ମଠ ଠାରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ଧନଞ୍ଜୟ ସାହୁ ଙ୍କ ସଭାପତି ପତିତ୍ୱ ରେ ଅନୁଷ୍ଠିତ ଏହି ସଭା କୁ ସମ୍ପାଦକ ଦୁଃଖିରାମ ସାହୁ ପରିଚାଳନା କରିଥିବା ବେଳେ ଆଗାମୀ ଦିନରେ ଜିଲ୍ଲା ର ପ୍ରତେକ ବ୍ଲକ ରେ କିପରି ଭାବେ ନୂତନ ବ୍ଲକ କମିଟି ଗଠନ ହେବ ସେଦିଗରେ ଆଲୋଚନା କରାଯାଇଥିଲା l ଏହି ସଭା ରେ ପୂର୍ବତନ ସଭାପତି ପଙ୍କଜ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଠାକୁର ସାହୁ, ଗଜାନନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ରୁଦ୍ରାକ୍ଷ ସାହୁ, ବୈଦ୍ୟନାଥ ସାହୁ, ରଘୁମଣୀ ସାହୁ, ରାମଚନ୍ଦ୍ର ସାହୁ, ହରିହର ସାହୁ, ମାଗିରାମ ସାହୁ, ସନ୍ତୋଷ ସାହୁ,ଶ୍ୟାମ ସାହୁ, ଧନ ସିଂ ସାହୁ, ସୁରୁବାବୁ ସାହୁ, ରାଜୀବ ସାହୁ, ଭବାନୀ ସାହୁ, ଧ୍ରୁବ ଚରଣ ସାହୁ, ସନ୍ତୋଷ ସାହୁ, ରଘୁନାଥ ସାହୁ, ସୁଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ ସଭା ଶେଷ ରେ ରାମ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS