BREAKING
Loading...
:

ପଲସାଗୋରାଠାରେ ବର୍ଯ୍ୟବସ୍ତୁ ସଂଗ୍ରହ ଗାଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ l

 ପଲସାଗୋରାଠାରେ ବର୍ଯ୍ୟବସ୍ତୁ ସଂଗ୍ରହ ଗାଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସlଗୋରା  ଗ୍ରାମ ପଞ୍ଚାୟତ ଠାରେ ଆଜି ବର୍ଯ୍ୟବସ୍ତୁ ସଂଗ୍ରହ ଗାଡି ର ଶୁଭାରମ୍ଭ ହୋଇଯାଇଛି l ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପ୍ରକଳ୍ପ ନିର୍ଦେଶକ ଅଶ୍ୱିନୀ ମେହେର, ଗୋଷ୍ଟୀ ଉନ୍ନୟନ ଅଧିକାରୀ , କଳାକୃଷ୍ଣ ପ୍ରଧାନ  ସରପଞ୍ଚ ସୌଦାମିନୀ ମଲିକ,ପତାକା ଦେଖେଇ ଶୁଭାରମ୍ଭ କରିଥିଲେ l ,ନାଏବ ସରପଞ୍ଚ ପଦ୍ମନାଭ ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ,ଜୟଦେବ ପଧାନ,ଜି ଆର ଏସ ମହେନ୍ଦ୍ର ପ୍ରଧାନ ଜିଲ୍ଲା ପରାମର୍ଶ ଦାତା ଆର୍ତତ୍ରାଣ ପାଢି, ସରୋଜ ରଞ୍ଜନ ପାଢ଼ୀ , ମାଷ୍ଟର ଟ୍ରେନର ପୂର୍ଣଚରଣ ସାହୁ ରଞ୍ଜନ କୁମାର ପlତ୍ର, ବିକାଶ ସିଂ, ସ୍ବେଛାଗ୍ରାହୀ ନଳିନୀକାନ୍ତ ସାହୁ,....ସମାଜ ସେବି ମୁନl ମିଶ୍ର, ରବୀନ୍ଦ୍ର ପ୍ରଧାନ, ନିରଞ୍ଜନ ବାରିକ, ଧନମାଳୀ କର୍ଣ୍ଣ, ରକି ପଣ୍ଡା, ଶ୍ରୀକାନ୍ତ ମହାକୁଡ଼, ଦିଲ୍ଲୀପ ମହାକୁଡ଼ କୁନ୍ଦନ ଦନ୍ତା, ସୁଧୀର ପଣ୍ଡା ,ମୁନ୍ନା ସାହୁ, କୁନା ଭୋଇ, ଲବ ବସ୍ତିଆ,ପ୍ରଦୀପ କର, ସୁଜିତ ମଲିକ ଉପସ୍ଥିତ ଥିଲେ l 



 ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS