BREAKING
Loading...
:

ତୃତୀୟ ପର୍ଯ୍ୟାୟରେ ନୂଆଗାଁ ବ୍ଲକ୍ ର ୪ ଟି ହାଇସ୍କୁଲ ୫ଟି ରେ ହେବ ରୂପାନ୍ତରିତ

 ତୃତୀୟ ପର୍ଯ୍ୟାୟରେ ନୂଆଗାଁ ବ୍ଲକ୍ ର  ୪ ଟି ହାଇସ୍କୁଲ  ୫ଟି ରେ ହେବ ରୂପାନ୍ତରିତ



ନୂଆଗାଁ (ମଣିଭଦ୍ରା ଖବର)ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ତୃତୀୟ ପର୍ଯ୍ୟାୟରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ୪ ଟି ହାଇସ୍କୁଲ ୫ ଟି ରେ ରୂପାନ୍ତରିତ ହେବ ବୋଲି ଜଣା ପଡ଼ିଛି।ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ର ଖଣ୍ଡୁଗାଁ ,ବେରୁଆଁ ବାରୀ, ଡିମିରି ପଲ୍ଲୀ ଏବଂ  ବାଲଣ୍ଡା ହାଇସ୍କୁଲ ୫ ଟି ରେ ରୂପାନ୍ତରିତ ହେବ।ଏନେଇ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS