BREAKING
Loading...
:

ଟ୍ରକ ଓ ପିକଅପ ଧକ୍କା,ପିକଅପ ଡ୍ରାଇଭର ଗୁରୁତର

 .,ଟ୍ରକ ଓ ପିକଅପ ଧକ୍କା


..ପିକଅପ ଡ୍ରାଇଭର କୁ ଗୁରୁତର ଅବସ୍ଥା ରେ ଡାକ୍ତରଖାନରେ ଭର୍ତ୍ତି.....




ସୁବର୍ଣ୍ଣପୁର (ମଣିଭଦ୍ରା ଖବର),ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା- ବଲାଙ୍ଗୀର 57 ନମ୍ଵର୍ ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେ ଟ୍ରକ୍ ପିକଅପ୍  ମୁହାଁ ମୁହିଁ ଧକ୍କା l ଦୁର୍ଘଟଣା ଫଳରେ ପିକଅପ୍ ଡ୍ରାଇଭର କୁ ଗୁରୁତର ଅବସ୍ଥା ରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି!ଆଜି ସକାଳେ ଝିପିଝିପି ବର୍ଷା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ( OD25k 8970)ଝାରସୁଗୁଡା ରୁ ବାଙ୍କୀ ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଅଭିମୁଖେ ଆସୁଥିବା OD05AX 6292ନଂ ଥିବା ପିକଅପ ମଧ୍ୟରେ ହରେକୃଷ୍ଣ ପୁର ନିକଟରେ ମୁଁହା ମୁଁହି ଧକ୍କା ହୋଇଥିଲା!ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଗୁରୁତର ଥିବା ପିକଅପ ଡ୍ରାଇଭର କୁ ପୁରୁଣାକଟକ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି l  




ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS