BREAKING
Loading...
:

ଓଡ଼ଶାରୁ ଆଜି ୧୦୬୫ କରୋନା ସଂକ୍ରମଣ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ


ଓଡ଼ଶାରୁ  ଆଜି ୧୦୬୫ କରୋନା ସଂକ୍ରମଣ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 



ଭୁବନେଶ୍ୱର (ମଣିଭଦ୍ରା ଖବର) ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ଦୈନିକ କରୋନା ସଂକ୍ରମଣ ପୁଣିଥରେ ୧୦୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୪୧ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୬୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୨୨ ଆକ୍ରାନ୍ତ ଥିବା ଜଣାପଡିଛି । 


New Positive Cases: 1065

Of which 0-18 years: 122

In quarantine: 624

Local contacts: 441


(Details of local contacts will be shared by concerned District)


1. Balasore: 14

2. Bhadrak: 5

3. Balangir: 8

4. Boudh: 1

5. Cuttack: 135

6. Deogarh: 5

7. Dhenkanal: 2

8. Gajapati: 3

9. Ganjam: 6

10. Jagatsinghpur: 21

11. Jajpur: 21

12. Jharsuguda: 18

13. Kalahandi: 14

14. Kandhamal: 6

15. Kendrapada: 18

16. Keonjhar: 4

17. Khurda: 361

18. Koraput: 3

19. Malkangiri: 1

20. Mayurbhanj: 52

21. Nawarangpur: 5

22. Nayagarh: 18

23. Nuapada: 11

24. Puri: 44

25. Rayagada: 13

26. Sambalpur: 58

27. Sonepur: 31

28. Sundargarh: 111

29. State Pool: 76


New recoveries: 514

Cumulative tested: 32333644

Positive: 1298240

Recovered: 1283683

Active cases: 5376


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS