BREAKING
Loading...
:

କୋରଡ଼ା ପଞ୍ଚାୟତ ରେ ସ୍ବାସ୍ଥ୍ୟ ଶିବିର

 କୋରଡ଼ା ପଞ୍ଚାୟତ ରେ ସ୍ବାସ୍ଥ୍ୟ ଶିବିର



ନୂଆଗାଁ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ କୋରଡ଼ା ପଞ୍ଚାୟତ ସରପଞ୍ଚ ଯୋଗଦେଇ ସ୍ବାସ୍ଥ୍ୟ ଶିବିର କୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ  ପୂର୍ବତନ ସର ପଞ୍ଚ ତଥା ସମାଜ ସେବୀ ଗୋଲଖ ବିହାରୀ ଗୋଚ୍ଛାୟତ ଯୋଗ ଦେଇଥିଲେ।ଏହି ସ୍ବାସ୍ଥ୍ୟ ଶିବିର ରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଛି। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS