BREAKING
Loading...
:

ଗାତେରୀ ପଞ୍ଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

 ଗାତେରୀ ପଞ୍ଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର



ନୂଆଗାଁ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ରେ ଭୂମିକା ଚିକିତ୍ସାଳୟ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା ,ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଙ୍କ ପ୍ରତିନିଧି ସରୋଜ କୁମାର ସାହାଣୀ, ନାଏବ ସରପଞ୍ଚ ଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ଗନ୍ତାୟତ,ପ୍ରମୁଖ ଯୋଗ ଦେଇଥିଲେ।ଏହି ଚକ୍ଷୁ ଚିକିତ୍ସା ଶିବିର ରେ ଭୂମିକା ଚିକିତ୍ସାଳୟ ର ଡାକ୍ତର ,ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି ଲୋକମାନଙ୍କ ଚକ୍ଷୁ , ମଧୁମେହ,ରକ୍ତଚାପ ପରୀକ୍ଷା କରିବା ସହ ମାଗଣା ରେ ଔଷଧ ପ୍ରଦାନ କରିଥିଲେ।ଏପରିକି ଚକ୍ଷୁ ଅଷ୍ଟୋପଚାର ଭୂମିକା ଚିକିତ୍ସାଳୟ ରେ ମାଗଣା ରେ କରାଯିବ ବୋଲି ଜଣା ପଡିଛି। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS