BREAKING
Loading...
:

ବିଧାୟକ ଏକାଦଶ ଏବଂ ଯୁବ ଛାତ୍ର ଏକାଦଶ ମଧ୍ୟରେ ଫୁଟବଲ ମ୍ୟାଚ ,୨_୧ ଗୋଲରେ ବିଧାୟକ ଏକାଦଶ ବିଜୟୀ

ବିଧାୟକ ଏକାଦଶ ଏବଂ ଯୁବ ଛାତ୍ର ଏକାଦଶ ମଧ୍ୟରେ ଫୁଟବଲ ମ୍ୟାଚ 




  ଭୁବନେଶ୍ୱର (ମଣିଭଦ୍ରା ଖବର) ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ, କଳିଙ୍ଗ ଷ୍ଟାଡିଅମ ଠାରେ  ବିଧାୟକ ଏକାଦଶ ଏବଂ ଯୁବ-ଛାତ୍ର ଏକାଦଶ ମଧ୍ୟରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଫୁଟବଲ ମ୍ୟାଚରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅରୁଣ କୁମାର ସାହୁ, ରମେଶ ଚନ୍ଦ୍ର ବେହେରା, ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରମୁଖ ଖେଳ ପଡ଼ିଆରେ ଅବତୀର୍ଣ ହୋଇଥିଲେ । ଖେଳ ବେଶ୍ ଉତ୍ସାହଜନକ ଥିଲା ।   



ଫୁଟବଲ ମ୍ୟାଚ ରେ ମାନ୍ୟବର ବିଧାୟକ, ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଉନ୍ନତ ଖେଳ ପ୍ରଦର୍ଶନ କରିଛନ୍ତି | ଏହି ମ୍ୟାଚ ରେ  ବିଧାୟକ ଏକାଦଶ ୨_୧ ଗୋଲ ରେ ବିଜୟୀ ହୋଇଥିବା ଜଣାପଡିଛି | 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS