ସୁବର୍ଣ୍ଣପୁର ଠାରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ନୂତନ ଶାଖା ଉଦଘାଟନ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର )ଆଜି ସୁବର୍ଣ୍ଣପୁର ସଦର ମହକୁମା ସୋନପୁର ଠାରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ନୂତନ ଶାଖା ଉଦଘାଟନ ହୋଇଛି l ଏହାକୁ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ସମ୍ମାନିତ ଅଥିତି ଭାବେ ଡେପୁଟି ଜୋନାଲ ମେନେଜର ଶଶାଙ୍କ ଶେଖର ସାହୁ, ବ୍ରାଞ୍ଚ ମେନେଜର ଝସକେତନ ମେହେର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ଗ୍ରାହକ ଙ୍କୁ କିପରି ସୁବିଧା ସୁଯୋଗ ଯୋଗାଇ ଦେବ ସେ ବିଷୟରେ କହିଥିଲେ ଓ ଆଜି ଠାରୁ ବ୍ୟାଙ୍କ ସୁବର୍ଣ୍ଣପୁର ଜନସାଧାରଣ ପାଁଇ କାମ କରିବ ବୋଲି କହିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment