ରଥଯାତ୍ରା ପାଇଁ ଜୁନ୍ ୩୦ ରୁ ନୂଆଗାଁ ରୁ ପୁରୀ କୁ ଚାଲିବ ଟ୍ରେନ୍
ନୂଆଗାଁ (ମଣିଭଦ୍ରା ଖବର)ରଥଯାତ୍ରା ପାଇଁ ନୟାଗଡ ଜିଲ୍ଲା ନୂଆଗାଁ ଷ୍ଟେସନ ରୁ ପୁରୀ କୁ ଜୁନ୍ ୩୦ ରୁ ଚାଲିବ ଟ୍ରେନ୍। ଜୁନ୍ ୩୦ ରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ସ୍ଵତନ୍ତ୍ର ଟ୍ରେନ ରେ ନୂଆଗାଁ ଷ୍ଟେସନ ରେ ଆସି ଦିନ ୩ ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।ଉଦ୍ଘାଟନ କରି ସାହି ନୂଆଗାଁ ଷ୍ଟେସନ ରୁ ଦିନ ୪ ଟା ରେ ଫେରିଯିବା ର କାର୍ଯ୍ୟକ୍ରମ ରହିଛି।ନୂଆଗାଁ ରୁ ପୁରୀ ଟ୍ରେନ ଚାଲିବା ନେଇ ଖବର ପ୍ରକାଶିତ ପରେ ଜନସାଧାରଣ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق