BREAKING
Loading...
:

ବିପୁଳ ଭୋଟରେ ବିଜୟୀ ଲାଭ କଲେ ବିଜେଡିର ଅଳକା ମହାନ୍ତି

 ବିପୁଳ ଭୋଟରେ ବିଜୟୀ ଲାଭ କଲେ ବିଜେଡିର ଅଳକା ମହାନ୍ତି



ଝାରସୁଗୁଡ଼ା(ମଣିଭଦ୍ରା ଖବର): ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ଅଳକା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଛନ୍ତି ।ତେବେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି । ଉପନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟରେ ଜିତିଛନ୍ତି ଅଳକା ମହାନ୍ତି । ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନରେ 


ରହିଛି କଂଗ୍ରେସ ।

Post a Comment

Previous Post Next Post
Header ADS